ମହର୍ଷି କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ କର୍ମଚାରୀଙ୍କ ମେଳି

ଦୁର୍ବ୍ୟବହାର ସହ ଆର୍ଥିକ ଅନିୟମିତତା ଅଭିଯୋଗ, ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ ଭୁବନେଶ୍ବର: ମହର୍ଷି କଲେଜ ଅଫ୍‌ ନାଚୁରାଲ୍‌ ଲ’ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। କର୍ମଚାରୀଙ୍କୁ ଖରାପ ବ୍ୟବହାର ସହ ସହକର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। କଲେଜ ଅର୍ଥ ହେରଫେର୍‌ କରିଛନ୍ତି। ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହେବା ଦିନରୁ କୋଟି କୋଟି ଟଙ୍କା ଆତ୍ମସାତ୍‌ କରି ଚାଲିଛନ୍ତି। କ୍ୟାମ୍ପସରେ ଛୋଟ ମୋଟ କାର୍ଯ୍ୟ ହେଲେ ମଧ୍ୟ … Continue reading ମହର୍ଷି କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ କର୍ମଚାରୀଙ୍କ ମେଳି